Jump to content

ପିନ୍ଧାଳି

ଉଇକିଅଭିଧାନ‌ରୁ

ପିନ୍ଧାଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେ ପିନ୍ଧେ; ଯେ ବସ୍ତ୍ରାଦି ପରିଧାନ କରେ — ୧. Wearing.
୨. ଯେ ଅନ୍ୟକୁ ବସ୍ତ୍ର ଅଳଙ୍କାରାଦିରେ ସଜ୍ଜିତ କରି ପାରେ — ୨. One skilled in dressing another or adorning another.