ପିନ୍ଧା ଖଟିବା
ପିନ୍ଧା ଲୁଗା ରୂପେ ଅନେକ ଦିନ ଯିବା ବା ସହିବା —To wear long (said of a cloth)
(ଯଥା—ଖଦଡ଼ ଲୁଗା ବହୁତ ଦିନ ପିନ୍ଧା ଖଟେ)