Jump to content

ପିନ୍ଧା ଚାଦର

ଉଇକିଅଭିଧାନ‌ରୁ

ପିନ୍ଧା ଚାଦର

ଉଚ୍ଚାରଣ

[ସମ୍ପାଦନା]

ପିନ୍ଧା ଚାଦର, ପିନ୍ଧା ପାଛଡ଼ା, ପିନ୍ଧା ଦୋସଡ଼ା ଅନ୍ୟରୁପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)

[ସମ୍ପାଦନା]

ଯୋଡ; ଅଧୋବାସ ଓ ଉତ୍ତରୀୟ; ଅଣ୍ଟା ତଳକୁ ପିନ୍ଧିବା ଲୁଗା ଓ ଦେହରେ ପକାଇବା ଚାଦର; ଧୋତି ଓ ଚାଦର — Loin cloth and sheet; a pair of clothes (one to put round the waist and another to put round the upper part of the body); upper and lowyer garments.

ଦେଶଜ - ବିଶେଷଣ -

[ସମ୍ପାଦନା]

ଲୁଗା ଓ ଚାଦରଦ୍ୱାରା ସଜ୍ଜିତ — Dressed with a loin cloth and a sheet.