Jump to content

ପିନ୍ଧା ବାସ

ଉଇକିଅଭିଧାନ‌ରୁ

ପିନ୍ଧା ବାସ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପରିଧେୟ ବସ୍ତ୍ର; ପିନ୍ଧା ଲୁଗା — Worn cloth.

ମୋ ପିନ୍ଧା ବାସ ଶେଷକୁ ଛନ୍ଦା ଥାଉ ଅଙ୍ଗୁଳି ଅସ୍ଫୁଟ ଚମ୍ପା ଫୁଲେ କବିସୂର୍ଯ୍ୟ. ସଂଗୀତ