Jump to content

ପିପତିଷା

ଉଇକିଅଭିଧାନ‌ରୁ

ପିପତିଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପତ୍ ଧାତୁ=ପତିତ ହେବା+ଇଚ୍ଛାର୍ଥେ ସନ୍= ପିପତିଷା ଧାତୁ+ଭାବ. ଅ +ଆ)

[ସମ୍ପାଦନା]

ପତନେଚ୍ଛା— ପଡ଼ିବାକୁ ଇଚ୍ଛା — Inclination of fall down or descend.