Jump to content

ପିପଳା

ଉଇକିଅଭିଧାନ‌ରୁ

ପିପଳା

ଉଚ୍ଚାରଣ

[ସମ୍ପାଦନା]

ପିପ୍ପଳା, ପିପୁଳା, ପିମ୍ପୁଳା, ପିମ୍ପଳା ଅନ୍ୟରୁପ

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିପ୍ପଳ)

[ସମ୍ପାଦନା]

ବିମାନ ଓ ଖଟ ଅଲମାରିର ବାଡ଼ରେ ଦିଆଯିବା ପିପ୍ପଳି ଅକାରର ଲମ୍ୱ କାଠ ଖଣ୍ଡ — ୧. Wooden pegs put on the frames of furnitures.

୨. ବଣ ପିପ୍ପଳି; ପିପ୍ପଳୀ ମୂଳ — ୨. Wild piper; Scindapsus officinalis.

[ ଦ୍ର—ଏହାର ପତ୍ରର ନାମ 'ଚବ୍ୟ' ଓ 'ଚଇ' ]