Jump to content

ପିପାସା

ଉଇକିଅଭିଧାନ‌ରୁ

ପିପାସା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପା. ଧାତୁ=ପିଇବା+ଇଚ୍ଛାର୍ଥେ ସନ୍=ପିପାସ ଧାତୁ +ଭାବ. ଅ+ଆ)

[ସମ୍ପାଦନା]
୧. ପାନେଛା; ଶେଷ; ତୃଷା —୧. Thirst.
୨. (ଲକ୍ଷଣାର୍ଥ) କୌଣସି ବସ୍ତୁ ପାଇବାର ବିଶେଷ ଇଚ୍ଛା; ତୃଷ୍ଣା; ଲାଳସା —୨. (fig) Hankering after a thing.