ପିପାସାନ୍ୱିତ
ଦେଖଣା
ପିପାସାନ୍ୱିତ
ଉଚ୍ଚାରଣ
[ସମ୍ପାଦନା](ପିପାସାର୍ତ୍ତ—ଅନ୍ୟରୁପ)
(ପିପାସାନ୍ୱିତା, ପିପାସାର୍ତ୍ତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (୩ ୟା ତତ୍; ପିପାସା+ଅନ୍ୱିତ)
[ସମ୍ପାଦନା]- ୧. ଶୋଷୀ; ତୃଷାର୍ତ୍ତ —୧. A thirsty. thristing.
- ୨. ତୃଷିତ —୨. Thirsty; thirsting.
- ୩. (ଲକ୍ଷଣାର୍ଥ) କୌଣସି ବିଷୟ ପ୍ରତି ଲୋଭାସକ୍ତ — ୩. (fig) Covetuous or hankering after a thing.