Jump to content

ପିପୀଲିକାଭକ୍ଷୀ

ଉଇକିଅଭିଧାନ‌ରୁ

ପିପୀଲିକାଭକ୍ଷୀ

ଉଚ୍ଚାରଣ

[ସମ୍ପାଦନା]

ପିପୀଲିକା ଭୁକ୍, ପିପୀଲିକାଭୋଜୀଅନ୍ୟରୁପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପିମ୍ପୁଡ଼ି ଖାଇ ଜୀବନ ଧାରଣ କରିବା ଏକ ପ୍ରକାର ଚତୁଷ୍ପଦ କ୍ଷୁଦ୍ର ଜୀବ — The ant eater; the aunt bear.

[ ଦ୍ର—ଏହା ବଜ୍ରକାପତା ଶ୍ରେଣୀର ଦନ୍ତହୀନ ପୁଚ୍ଛବିଶିଷ୍ଟ ଜନ୍ତୁ ଏହାର ଥୋମଣୀ ଲମ୍ୱ ଓ ମୁନିଆ ଏବଂ ଗୋଟିଏ ଲମ୍ୱା ଲହକା ସରୁ ଜିଭ ଅଛି; ଏହାର ଆଗଗୋଡ଼ର ନଖ ଖୁବ୍ ଦାଢୁଆ; ଏ ଆଗଗୋଡ଼ରେ ହୁଙ୍କାମାନ ତା଼ଡ଼ି ତା ମଧ୍ୟରେ ମୁହଁ ପୁରାଇ ଲମ୍ୱ ଲାଳୁଆ ଜିଭଦ୍ୱାରା ପିମ୍ପୁଡ଼ି ଓ ଉଇମାନଙ୍କୁ ଆଣି ଖାଏ ଏ ଜୀବ ଦକ୍ଷିଣ ଅଫ୍ରିକାରେ ଓ ଭାରତରେ ସ୍ଥାନେ ସ୍ଥାନେ ଦେଖାଯାଏ ]