ପିପୀଲିକା ମାର୍ଗ
ଦେଖଣା
ପିପୀଲିକା ମାର୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ଯୋଗଶାସ୍ତ୍ର) ପିମ୍ପୁଡ଼ି ପରି ଧୀରେ ଧୀରେ କ୍ରମଶଃ ଅଧ୍ୟବସାୟ ସହକାରେ ସମାଧି ଲାଭ— କରିବାର ରୀତି —(j̄oga system) The gentle and gradual method of accomplishing Samādhi (separation from mundane concerns) with slowness and steadiness like those of the ants.