Jump to content

ପିପେଇ ଅମାବାସ୍ୟା

ଉଇକିଅଭିଧାନ‌ରୁ

ପିପେଇ ଅମାବାସ୍ୟା

ଉଚ୍ଚାରଣ

[ସମ୍ପାଦନା]

(ପିପେଇ ଅମାସ୍ୟା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ପିପେଇ ଅମାବାସ୍ୟା, ପିପାଇ ଅମାସ୍ୟା, ପପୋଇ ଅମେଇସା, ପିମ୍ପା ଇଆଁଶ, ପିମ୍ପେଇ ଅମାସିଆ, ପିମ୍ପାଇ ଅମାଇସାଅନ୍ୟରୁପ

ଦେଶଜ - ବି—(ସଂସ୍କୃତ - ପୂପାଳି ବା ପୂପଦୀପ ଓ ଅମାବାସ୍ୟା; ଏ ଦିନ ପୂପ ବା ପିଠାରେ ଦୀପକାଠ ପୋତି ପିତୃଲୋକଙ୍କୁ ଶ୍ରାଦ୍ଧ କରାଯାଏ)

[ସମ୍ପାଦନା]

ପୟା ଅମାବାସ୍ୟା, ଦେବାଲୀ, କାର୍ତ୍ତିକ ଅମାବାସ୍ୟା — The new moon of the month of Kārttika

[ ଦ୍ର—ଏ ଦିନ ସନ୍ଧ୍ୟା ପରେ ପିଣ୍ଡବର୍ଜ୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୁପ ଦୀପ ଅର୍ଥାତ୍ତ୍ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଓ ବଡ଼ ବଡ଼ୁଆଙ୍କୁ ନିଆଁ ହୁଳା ଦେଖାଇ ଡକାଯାଏ—"ବଡ଼ ବଡ଼ୁଆଏ ହେ! ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ "]