Jump to content

ପିପ୍ପଳ

ଉଇକିଅଭିଧାନ‌ରୁ

ପିପ୍ପଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପା ଧାତୁ+ରକ୍ଷା କରିବା+ଅଳ)

[ସମ୍ପାଦନା]
୧. ଅଶ୍ୱତ୍ଥଗଛ — ୧. The holy fig tree; Ficus Religiosia.
୨. ଜଳ —୨. Water.
୩. କୁର୍ତ୍ତାର ଆସ୍ତୀନ; କୁର୍ତ୍ତାର ଯେଉଁ ଅଂଶଦ୍ୱାରା ହାତ ଆବୃତ ଥାଏ —୩. Sleeve of a coat.
୪. ରେବତୀ ଗର୍ଭଜାତ ମିତ୍ରଙ୍କର ଏକ ପୁତ୍ର (ଭାଗବତ ହିନ୍ଦୀ - ଶ) — ୪. Name of a son of Mitra and Rebatī
୫. ପକ୍ଷିବିଶେଷ (ହିନ୍ଦୀ - ଶ) —୫. A species of bird.
୬. ନିଗ୍ନ ବ୍ୟକ୍ତି(ହିନ୍ଦୀ - ଶ) —୬. A nude person.
୭. ବସ୍ତ୍ରଖଣ୍ଡ (ହିନ୍ଦୀ - ଶ) —୭. A piece of cloth.