Jump to content

ପିମ୍ପୁଡ଼ିଆ

ଉଇକିଅଭିଧାନ‌ରୁ

ପିମ୍ପୁଡ଼ିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପିମ୍ପୁଡ଼ି ସମ୍ୱନ୍ଧୀୟ — ୧. Relating to ants
୨. ପିମ୍ପୁଡ଼ି ପରି —୨. Ant like.
୩. ଗୋରୁମାନଙ୍କର ରୋଗବିଶେଷ —୩. A disease of cattle; Eczema of cattle.

[ଦ୍ରଷ୍ଟବ୍ୟ —ଏଥିରେ ଗୋରୁମାନଙ୍କ ଦେହରେ ମନ୍ଦା ମନ୍ଦା ଫଳିଯାଇ ଗୋଡ଼ ଓ ଦେହକୁ ଚମ ବାହାରି ପଡ଼େ ]