Jump to content

ପିର

ଉଇକିଅଭିଧାନ‌ରୁ

ପିର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୀର)

[ସମ୍ପାଦନା]
୧. ମୃତ୍ୟୁ ପରେ ପୂଜିତ ମୁସଲମାନ୍ ମହାପୁରୁଷ; ମୁସଲମାନ୍ ପୁଣ୍ୟାତ୍ମା ବା ଧାର୍ମିକ ବ୍ୟକ୍ତି; ମହାତ୍ମା — ୧. A Mahomedan saint worshipped after his death.
୨. ହିନ୍ଦୁ ମାନଙ୍କଦ୍ୱାରା ପୂଜିତ ସତ୍ୟପୀର — ୨. Satyapīr who is worshipped by the Hindus.

[ଦ୍ରଷ୍ଟବ୍ୟ —ପାଲା ତଳେ ନୋଟ ଦେଖ]

୩. ଧର୍ମଗୁରୁ —୩. A religious preceptor.

ଦେଶଜ - ବିଶେଷଣ -

[ସମ୍ପାଦନା]

(ଲକ୍ଷଣାର୍ଥ; ବଙ୍ଗ) ସମସ୍ତଙ୍କଠାରୁ ବେଶି — (ironical) Greatest.

(ଯଥା—ସେ ଦୁଷ୍ଟଙ୍କ ପରି ଅଟେ)