Jump to content

ପିରଙ୍କ ଆସ୍ଥାନ

ଉଇକିଅଭିଧାନ‌ରୁ

ପିରଙ୍କ ଆସ୍ଥାନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ପୀର+ସଂସ୍କୃତ - ଆସ୍ଥାନ)

[ସମ୍ପାଦନା]

ପ୍ରସିଦ୍ଧ ମୁସଲମାନ୍ ମୃତ ମହାତ୍ମାଙ୍କର କବରସ୍ଥାନ —The grave of a Mahomedan saint.

[ଦ୍ରଷ୍ଟବ୍ୟ —ଓଡ଼ିଶାରେ ଅନେକ ସ୍ଥଳରେ ହିନ୍ଦୁମାନେ ମୁସଲମାନ୍ ପିରଙ୍କୁ ପୂଜା କରିବା ଦେଖାଯାଏ ସେଠାରେ ମୁସଲମାନ୍ ପୁରୋହିତମାନେ ଶୀରନୀ (ଭୋଗ)କୁ ଫାତିଆ (ନୈବେଦ୍ୟ) କରିବା ପରେ ତାହା ହିନ୍ଦୁମାନେ ଗ୍ରହଣ କରିବାର ଦେଖାଯାଏ କଟକ ସହରରେ କଦମରସୁଲ ଗୋଟିଏ ପ୍ରସିଦ୍ଧ ପିର

ଖୋରଧାର କାଇପଦର୍ରେ ବୋଖାରୀ ସାହେବ ମଧ୍ୟ ପିର ଅଟନ୍ତି]