Jump to content

ପିରାମିଡ଼୍

ଉଇକିଅଭିଧାନ‌ରୁ

ପିରାମିଡ଼୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଆଫ୍ରିକା ମହାଦେଶର ଇଜିପ୍ଟ ବା ମିଶର ଦେଶର ପ୍ରାଚୀନ ରାଜାମାନଙ୍କର ସମାଧିସ୍ତୂପ — pyramid; thePyraqmids of Egypt.

[ଦ୍ରଷ୍ଟବ୍ୟ —ଏଥିରେ ସେମାନଙ୍କର ମୃତ ଦେହ ପୋତା ଯାଉଥିଲା ଏହା ଇଟା ଓ ପଥରର ଚତୁଷ୍କୋଣ କ୍ଷେତ୍ର ଉପରେ କ୍ରମସୂକ୍ଷ୍ମ ତ୍ରିଭୂଜାକାରର ସ୍ତୂପରୂପେ ଉଠି ଗୋଟିଏ ବିନ୍ଦୁରେ ଶେଷ ହୋଇଥାଏ]