Jump to content

ପିରାଲୀ

ଉଇକିଅଭିଧାନ‌ରୁ

ପିରାଲୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]
୧. ମୁସଲମାନଙ୍କ ଅନ୍ନସ୍ପର୍ଶନ ବା ଘ୍ରାଣ କରିଥିବା ଯୋଗୁଁ ପତିତ ବଙ୍ଗୀୟ ବ୍ରାହ୍ମଣବିଶେଷ —୧. A class of Brāhmaṇas of Bengal who are considered fallen on account of their ancestors having touched food cooked by Mahomedans.

[ଦ୍ରଷ୍ଟବ୍ୟ —ସପ୍ତଦଶ ଶତାବ୍ଦୀରେ ଯଶୋହରର ଶାସନକର୍ତ୍ତା ପୀର— ଅଲୀଙ୍କ ଦତ୍ତ ଅନ୍ନକୁ କେତେକ ବଙ୍ଗୀୟ ବ୍ରାହ୍ମଣ ସ୍ପର୍ଶ କରଥିବାରୁ ସେମାନେ ପତିତ ବୋଲି ବିବେଚିତ ହୋଇଥିଲେ ଓ ସେହିମାନଙ୍କ ବଂଶଧରମାନେ ବଙ୍ଗରେ ପିରାଲୀ ବ୍ରାହ୍ମଣରୂପେ ଅବଧି ପରିଚିତ]

୨. ଏକପ୍ରକାର ପଗଡ଼ି —୨. A kind of turban,.

[ଦ୍ରଷ୍ଟବ୍ୟ —ଏହି ପଗଡ଼ି ବଙ୍ଗର ପିରାଲୀ ବ୍ରାହ୍ମଣମାନେ ପ୍ରଥମେ ଉଦ୍ଭାବନ କରିଥିବାର କଥିତ]