ପିରିକ
ଦେଖଣା
ପିରିକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପ୍ରିକ୍)
[ସମ୍ପାଦନା]- ୧. ପିରିକ କଣ୍ଟା (ଦେଖ) - ୧. Pirika kaṇṭā (See)
ଅନୁବାଦ
[ସମ୍ପାଦନା]ପିରିକ
|
ଦେଶଜ - ବି—(ସଂସ୍କୃତ - ପୃକ୍କା; କରୀର)
[ସମ୍ପାଦନା]ଫିରିକ; କଣ୍ଟା ଫିରିକ୍; ଏକପ୍ରକାର କଣ୍ଟାଯୁକ୍ତ ବୁଦାଳିଆ ବନ୍ୟ ଗୁଳ୍ମ — A kind of thorny wild plant; Caparis Sepiaria.
[ଦ୍ରଷ୍ଟବ୍ୟ —ଏ ଗଛ ଉଚ୍ଚରେ ତିନିହାତ ବଢ଼େ ଏହାର ଡାଙ୍ଗ ଖୁବ୍ ଶକ୍ତ, କଣ୍ଟା ଛୋଟ ଛୋଟ ଓ ମୁନିୟା, ଏହାର କୋଳି ପାଚିଲେ ଖାଆନ୍ତି ଫୁଲ ପେନ୍ଥା ପେନ୍ଥା, ଧଳା ଓ ବାସନାଯୁକ୍ତ ଏ ଗୁଳ୍ମର କାଣ୍ଡ ଶ୍ୱେତାଭ, କିନ୍ତୁ ଖୁବ୍ ଟାଣୁଆ ଓ ଏଥିରେ ସହଜରେ ଉଇ ଧରନ୍ତି ନାହିଁ ବୋଲି ଲୋକ ଝାଟିମାଟି କାନ୍ଥରେ ଏହାକୁ ଦିଅନ୍ତି]