ପିରିକ କଣ୍ଟା
ଦେଖଣା
ପିରିକ କଣ୍ଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିରିକ କଣ୍ଟା
|
(ପିରିକି କଣ୍ଟା—ଅନ୍ୟରୂପ)
ଦେଶଜ - ବି—(ଇଂରାଜୀ - ପ୍ରିକ୍+ସଂସ୍କୃତ - କଣ୍ଟକ)
[ସମ୍ପାଦନା]- ୧. ଛୋଟ ଲୁହା କଣ୍ଟା —୧. Small iron pins; prick.
- ୨. ପିରିକ ଗୁଳ୍ମର କଣ୍ଟା — ୨. The thorn of Pirika plant.