ପିରିଚ୍ ପିଆଲା
ଦେଖଣା
ପିରିଚ୍ ପିଆଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିରିଚ୍ ପିଆଲା
|
ବୈଦେଶିକ - ବିଶେଷ୍ୟ - (ସହଚର ଶବ୍ଦ; ପର୍ଟୁଗୀଜ୍; ପିରିଜ୍+ ଫାରାସୀ - ପ୍ୟାଲା)
[ସମ୍ପାଦନା]ଥାଳିଆ ଓ ତହିଁ ସଙ୍ଗର ଗିନା — Plate and cup; saucer and cup.
[ଦ୍ରଷ୍ଟବ୍ୟ —ଚାହା ଖାଇବାପାଇଁ ପିଆଲାରେ ଚାହା ଥାଏ ଓ ତାକୁ ଢାଳିକରି ପିରିଚ୍ରେ ପିଅନ୍ତି]