ପିଲ
କଦଳୀଗଛ ପିଣ୍ଡରୁ ବାହାରିବା କ୍ଷୁଦ୍ର ପୁଆ; କଦଳୀ ଓଧି — Small seeding or tubers coming out of the root of a plantain tree.
(ପିଲାଛୁଆ—ଅନ୍ୟରୂପ)
ଇଲିଶି ମାଛର ଛୁଆ — The fry of Hilsa fish.