Jump to content

ପିଲସଜ

ଉଇକିଅଭିଧାନ‌ରୁ

ପିଲସଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ଫତୀଲ୍ ସୋଜ୍=ପିତ୍ତଳଦୀପ; ସଂସ୍କୃତ - ଦୀପଶଯ୍ୟା)

[ସମ୍ପାଦନା]
୧. ପିତ୍ତଳର ଦୀପରୁଖା; ପିତ୍ତଳର ଦୀପବୃକ୍ଷ; ପିତ୍ତଳ ଦୀପଧାର —୧. Brass lamp-stand.
୨. ଗଛଦୀପ; ଯେଉଁ ବୃକ୍ଷାକାର ଦଣ୍ଡରେ ସ୍ତର

ପିଲିସେଜ, ପିଲସୁଜ, ପିଲିସୁଜ, ପିଲ୍(ଲି)ସୋଜଜ ଅନ୍ୟରୂପ

ସ୍ତର ହୋଇ ଉପର୍ଯ୍ୟୁପରି ପ୍ରଦୀପଶ୍ରେଣୀ ଖଞ୍ଜା ହୋଇଥାଏ ଶାଖାବିଶିଷ୍ଟ ଦୀପବୃକ୍ଷ — ୨. A chandelier for oil lamps.