Jump to content

ପିଲାଏ

ଉଇକିଅଭିଧାନ‌ରୁ

ପିଲାଏ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବହୁବଚନ)

[ସମ୍ପାଦନା]
୧. ପିଲାମାନେ; ଶିଶୁମାନେ — ୧. Children.

ଆଣରେ ପିଲାଏ ମୂଷାମାଟି, ମେଘ ଯାଇ ଫସରଫାଟି. ଶିଶୁଗୀତ.

୨. ନିଜର ପରିବାରସ୍ଥ ସ୍ତ୍ରୀପୁତ୍ରାଦି — ୨. Family members consisting of one's wife and children.
୩. ଆପଣାର ସ୍ତ୍ରୀ —୩. Wife (in euphemism).

[ଦ୍ରଷ୍ଟବ୍ୟ —ଲୋକେ 'ମୋ ସ୍ତ୍ରୀ' ବୋଲି ନ କହି 'ଆମ ପିଲାଏ, ଆମ ଉଆସ, ଆମ ଘରେ, ଆମ ଘରଆଡ଼େ' ଆଦି ବାକ୍ୟ ବ୍ୟବହାର କରି— ଥାଆନ୍ତି ଯେପରି କି 'ମୋ ସ୍ତ୍ରୀ ବା ଭାରିଜା' ଶବ୍ଦଟା ଦାଣ୍ଡଲୋକଙ୍କ ଆଗରେ ବ୍ୟବହାର କରିବାକୁ ଲାଜ ମାଡ଼େ ଏହିପରି ମଧ୍ୟ ସ୍ତ୍ରୀମାନେ 'ମୋ ସ୍ୱାମୀ' ବୋଲି ନ କହି 'ଆମର ସେ, ଆମର ସେମାନେ, ଆମ ଦାଣ୍ଡ ଆଡ଼େ' ଶବ୍ଦମାନ ବ୍ୟବହାର କରନ୍ତି]