Jump to content

ପିଲା ଝିଲା

ଉଇକିଅଭିଧାନ‌ରୁ

ପିଲା ଝିଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)

[ସମ୍ପାଦନା]
୧. ବାଳବଚ୍ଚା; ସନ୍ତାନ ସନ୍ତତି;ପୁଲିଙ୍ଗ - ଓ ସ୍ତ୍ରୀ ଶିଶୁ — ୧. Children (both male and female).
୨. ପୁତ୍ର ବା କନ୍ୟା — ୨. Son or daughter.

x x x ଯାହାର ପିଲା ଝିଲା କିଛି ନାହିଁ, ସେ କୁକୁର ପିଲାଟିଏ, ବିରାଡ଼ି ପିଲାଟିଏ x x x ପୋଷି ତାକୁ ଭଲ ପାଏ ଫକୀରମୋହନ. ଛମାଣ ଆଠଗୁଣ୍ଠ

୩. ସ୍ତ୍ରୀ ବାଳକାଦି ସମନ୍ନିତ ଆପଣାର ପରିବାର — ୨. One's family consisting of one's wife and children.