Jump to content

ପିଲା ପିଚିକା

ଉଇକିଅଭିଧାନ‌ରୁ

ପିଲା ପିଚିକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପିଲା ପିଚକା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶିଶୁ ଆଦିଙ୍କ ସହିତ ପରିବାରସ୍ଥ ବ୍ୟକ୍ତିଗଣ — ୧. The members of a family.

ଆସିଛୁ ଏକା, ଯିବୁ ଏକା, ସାଙ୍ଗରେ ନ ଯିବେ ପିଲା ପିଚିକା—ଢ଼ଗ

୨. ପିଲାପିଲି; ସନ୍ତାନ ସନ୍ତତି — ୨. Children (male and female).
୩. ଛୋଟ ପିଲା —୩. Little child.

ମହାନ୍ତି କିଛି ପିଲା ପିଚିକା ନୁହନ୍ତି ଫକୀରମୋହନ. ଗଳ୍ପସଳ୍ପ

୪. ପରିବାର —୪. Family.