Jump to content

ପିଲା ବସାଣି

ଉଇକିଅଭିଧାନ‌ରୁ

ପିଲା ବସାଣି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ପ୍ରଥମେ ରଜସ୍ୱଳା ହେଲେ ବାଳିକାର ସାତ ଦିନ ପର୍ଯ୍ୟନ୍ତ ଅସ୍ପୃଶ୍ୟାବସ୍ଥାରେ ସମସ୍ତଙ୍କଠାରୁ ପୃଥକ୍ ହେବା ବିଧାନ —Separate living of a newly menstruated girlfor a week after the appearance of her menses.