Jump to content

ପିଲ୍ଲ

ଉଇକିଅଭିଧାନ‌ରୁ

ପିଲ୍ଲ

ଉଚ୍ଚାରଣ

[ସମ୍ପାଦନା]
(ପିଲ୍ଲା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

କ୍ଳିନ୍ନଚକ୍ଷୁ; ଯାହାର ଅଖି ସବୁବେଳେ ଲେନ୍ଦେରାଯୁକ୍ତ — Blear-eyed.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନିତ୍ର ରୋଗବିଶେଷ — An eye- disease.