Jump to content

ପିଶଙ୍ଗ

ଉଇକିଅଭିଧାନ‌ରୁ

ପିଶଙ୍ଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପିଶ୍ ଧାତୁ+କର୍ତ୍ତୃ ଅଙ୍ଗ)

[ସମ୍ପାଦନା]

ପିଙ୍ଗଳ ବର୍ଣ୍ଣ — Tawny colour.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପିଙ୍ଗଳ —Tawny

ପିଙ୍ଗଳ ବସ୍ତ୍ର ପରିଧାନ ସୁନ୍ଦର ନଳିନ ନୟନ—ଜଗନ୍ନାଥ. ଭାଗବତ.

ଦେଶଜ - ବିଶେଷଣ -

[ସମ୍ପାଦନା]

ରଞ୍ଜିତ —Dyed.

ପିଶଚ ରୁଚିତ କେଶ ଏନନ୍ତ ଦିଶେ ପ୍ରାଚୀ. ରସବାରିଧି