ପିଷ୍ଟ
ଦେଖଣା
ପିଷ୍ଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପିଷ୍ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଘୃଷ୍ଟ; ବଟା ହୋଇଥିବା; ମର୍ଦିତ —୧. Ground; bruised; pastled.
- ୨. ପିଟା ହୋଇଥିବା —୨. Hammered.
- ୩. ଚୂର୍ଣିତ —୩. Pounded; powdered.
- ୪. ଚୁପୁଡା ହୋଇଥିବା —୪. Pressed.
- ୫. ଚିପି ହୋଇଥିବା —୪. Pressed.
- ୫. ଚିପି ହୋଇଥିବା; ପିଶି ହୋଇଥିବା; ଦଳିତ — ୫. Squeezed; Crashed.
- ୬. ଦଳା ହେବା; ଚକଟା ହେବା — ୬. Kneaded trodden.
- ୭. ଘର୍ଷିତ —୭. Rubbed together.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପିଠା —୧. Cake.
- ୨. ଶସ୍ୟ ଚୁନା —୨. Flour.
ପିଷ୍ଟ ଫଳ ଜଳ ପାନ ଯେ ମିଳିବ ପ୍ରାଚୀ. ଶ୍ରୀ ଗୁରୁଭକ୍ତି ଗୀତ
- ୩. ପାଣିରେ ଶସ୍ୟ ଚୂନା ଦଳା ସିଦ୍ଦ କରା ଯାଇଥିବା ଖାଦ୍ୟ —୩, Any food prepared by Kneading cornflour with water and dressing it.