Jump to content

ପିଷ୍ଟକ

ଉଇକିଅଭିଧାନ‌ରୁ

ପିଷ୍ଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପିଷ୍ଟ=ଶସ୍ୟ ଚୁନା+ବିକାରାର୍ଥେ. କ)

[ସମ୍ପାଦନା]

ପିଠା; ପୂପ — ୧. Cake.

୨. ପିଡ଼ିଆ; ତିଳ ଚୁର୍ଣ୍ଣ —୨. Oil cake.
୩. ନେତ୍ର ରେଗବିଶେଷ; ଆଖି ଜଳରେ ହେବା ରୋଗ; ଅଖିରେ ଫୁଲା ପଡିବା ରୋଗ (ହିନ୍ଦୀ - ଶବ୍ଦସାଗର) — ୩. Opacity of the eye; an eye disease; cateract of the eye.