ପିହାଣେ ମାରିବା
(ପଲମେ ମାରିବା—ଅନ୍ୟରୂପ)
(ବ୍ୟଙ୍ଗ) —ଏକ ପଲମ ଭାତ ଖାଇବା
[ଦ୍ରଷ୍ଟବ୍ୟ —କଂସାଏ ମାରିବା, ଥାଳିଏ ମାରିବା ଅପେକ୍ଷା ପିହାଣେ ମାରିବା ବେଶି ପରିମିତ ଅନ୍ନର ସୂଚନା କରେ]