ପିହାଣ ମୁଁହା
ଦେଖଣା
ପିହାଣ ମୁଁହା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିହାଣ ମୁଁହା
|
(ପିହାଣିଆ ମୁଁହା, ପିହାଣିଆ ମୁଁହିଁସ୍ତ୍ରୀ
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ପିହାଣ ପରି ଚଟକା ଓ ଅସୁନ୍ଦର ମୁଖ ଯୁକ୍ତ; ଚଟକା ମୁହାଁ — ୧. Flat-faced; shallon-faced.
- ୨. (ଲକ୍ଷଣାର୍ଥେ) ବେହିୟା; ନିର୍ଲ୍ଲଜ୍ଜ — ୨. (figurative) Shameless.