Jump to content

ପିହିବା

ଉଇକିଅଭିଧାନ‌ରୁ

ପିହିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଅପି+ଧା ଧାତୁ)

[ସମ୍ପାଦନା]

ଘୋଟିବା; ଆଚ୍ଛନ୍ନ କରିବା — to overspread.

ଚାହୁଁ ଚାହୁଁ ଦଶଦିଶ କାମଅନ୍ଧର ପିହଲାରେ କବିସୂର୍ଯ୍ୟ—ସଂଙ୍ଗିତ