Jump to content

ପିହୁଳା

ଉଇକିଅଭିଧାନ‌ରୁ

ପିହୁଳା

ଉଚ୍ଚାରଣ

[ସମ୍ପାଦନା]

(ପିଉଳା—ଅନ୍ୟରୁପ)

[ ପିହୁ(ଉ)ଳା ମାରିବା—ଅନ୍ୟରୁପ ]

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୂତନା)

[ସମ୍ପାଦନା]

ଶିଶୁମାନଙ୍କ ଧନୁଷ୍ଟଙ୍କାର ରୋଗ ବିଶେଷ; ଶିଶୁ ମାନଙ୍କର ଆକ୍ରମଣ କରିବା ବାତବିଶେଷ — Infantile epiplepsy; infantile convulsion.

[ ଦ୍ର—ଏହାକୁ ଡାହୀଣୀ ରେଗ କହନ୍ତି ପୁତନା ରାକ୍ଷସୀ ଶିଶୁକୁ ଅକ୍ରମଣ କରେ ବୋଲ ଲୋକବିଶ୍ୱାସ ଏଥିରେ ପ୍ରଥମେ ଜ୍ୱର ହୁଏ, ତା ପରେ ଶିଶୁ ଆଖି ଖୋଷିଦେଇ ଅଜ୍ଞାନ ହୋଇଯାଏ ମୃଗ ବା ଅପସାରର ଲକ୍ଷଣମାନ ଏଥିରେ ପ୍ରକାଶିତ ହୁଏ ]