ପି. ଡ଼ବଲ୍ୟୁ. ଡ଼ି
ଦେଖଣା
ପି. ଡ଼ବଲ୍ୟୁ. ଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବି—(ଇଂ)
[ସମ୍ପାଦନା]ସାଙ୍କେତିକ, ପବ୍ଲିକ୍ ବାର୍କସ୍ ଡ଼ିପାର୍ଟମେଣ୍ଟ ଏଇ ୩ଟି ଶଦ୍ଦର ପ୍ରଥମ ଇଂରାଜି ଅକ୍ଷର କ୍ରୟ)—ସରକାରଙ୍କ ବାରିକି ମସ୍ତିରି ବିଭାଗ; ପୂର୍ତ୍ତବିଭାଗ —P.W.D. Public Works Department of the Government.
[ଦ୍ରଷ୍ଟବ୍ୟ —ଇଂରାଜୀ ପବ୍ଲିକ୍ ବାର୍କସ ଡ଼ିପାର୍ଟମେଣ୍ଟର ଅର୍ଥ ସର୍ବ— ସାଧାରଣ କର୍ମବିଭାଗ କେହି କେହି ଏହାକୁ D.P.W. ଡ଼ି. ପି. ଡ଼ବଲ୍ୟୁ. ମଧ୍ୟ ଲେଖନ୍ତି]