Jump to content

ପୀଠମର୍ଦ୍ଦିକା

ଉଇକିଅଭିଧାନ‌ରୁ

ପୀଠମର୍ଦ୍ଦିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ନାଗର ସଙ୍ଗେ ଭେଟ କରାଇବା ବିଷୟରେ ନାଦରୀକୁ ଯେଉଁ ସଖୀ ସାହାର୍ଯ୍ୟ କରେ — ୧. A lady who assists a heroine in securing her lover.
୨. ବେଶ୍ୟାମନଙ୍କୁ ନାଟ ଶିଖାଇବା ଗୁରୁ — ୨. A dancing master who instructs courtezans in the art of dancing (Apte).