Jump to content

ପୀଠସର୍ପୀ

ଉଇକିଅଭିଧାନ‌ରୁ

ପୀଠସର୍ପୀ

ଉଚ୍ଚାରଣ

[ସମ୍ପାଦନା]
(ପୀଠସର୍ପିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପୀଠ=ଆସନ+ସୃପ ଧାତୁ=ଗତି କରିବା +ଇନ୍; ଯେ ବସି ବସି ଗମନ କରେ)

[ସମ୍ପାଦନା]

ଖଞ୍ଜି — Crippled.