ପୀଠ କେଳି
ଦେଖଣା
ପୀଠ କେଳି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ.
[ସମ୍ପାଦନା]ନାୟକର ସହାୟକ ବିଶ୍ୱାସୀ ବ୍ୟକ୍ତି — A parasite of a gallant; a boon companion of a lover in amatory matters whose duty is to appease an irritated mistress. (M.W.)
[ ଦ୍ର—ଏ ବ୍ୟକ୍ତି କୁପିତା ନାୟିକାକୁ ପ୍ରସାଦନ କରି ନାୟକ ନାୟିକାଙ୍କ ପ୍ରଣୟ ପରିଣତିରେ ସାହାଯ୍ୟ କରେ]