Jump to content

ପୀଠ ନାୟିକା

ଉଇକିଅଭିଧାନ‌ରୁ

ପୀଠ ନାୟିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଦୁର୍ଗାପୂଜା ସମୟରେ ଯେଉଁ ଚତୁର୍ଦ୍ଦଶ- ବର୍ଷୀୟା ବାଳିକାକୁ ଦେବୀରୂପେ କଳ୍ପନା କରାଯାଇ ପୂଜା କରାଯାଏ ୧. A girl of fourteen who represents Durgā during the wirship of the Goddess (Apte).
୨. ଦୁର୍ଗା (ହିନ୍ଦୀ - ଶ) —୨. Goddess Durgā.