Jump to content

ପୀଠ ସ୍ଥାନ

ଉଇକିଅଭିଧାନ‌ରୁ

ପୀଠ ସ୍ଥାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପୁରାତନ ଦେବାଳୟ — ୧. An ancient temple.
୨. ପୁରାଣୁପ୍ରସିଦ୍ଧ ତୀର୍ଥସ୍ଥାନ; ଯେଉଁଠାରେ ସତୀଙ୍କର ଅବୟବ— ବିଶେଷ ଛିଡ଼ିକ ପଡ଼ିଥିଲା; ପୀଠ (୧୩: ଦେଖ) — ୨. A sacred spot where a limb of Pārbatī is said-to have fallen (Pīṭha ୧୩ See)