ପୀଡ଼କ
ଦେଖଣା
ପୀଡ଼କ
ଉଚ୍ଚାରଣ
[ସମ୍ପାଦନା](ପୀଡ଼ିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ପୀଡ଼ ଧାତୁ+କର୍ତ୍ତ. ଅକ; ଅନ୍ୟ ଶଦ୍ଦ ସଙ୍ଗେ ଯୁକ୍ତ ହୁଏ, ଯଥା—ପ୍ରଜାପୀଡ଼କ)
[ସମ୍ପାଦନା]- ୧. ପୀଡ଼ାଦାୟକ; ଉତ୍ପୀଡ଼କ —୧. Troubling; hurtful; oppressing; oppressive.
- ୨. କଷ୍ଟଦାୟକ —୨. Painful.
- ୩. ବିରକ୍ତିଜନକ —୩. Vexatious.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଉତ୍ପୀଡ଼କ ବ୍ୟକ୍ତି —Oppressor; persecutor.