ପୀଡ଼ନୀୟ
ଦେଖଣା
ପୀଡ଼ନୀୟ
ଉଚ୍ଚାରଣ
[ସମ୍ପାଦନା](ପୀଡ଼ନୀୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ -(ପୀଡ଼୍ ଧାତୁ+କର୍ମ. ଅନୀୟ)
[ସମ୍ପାଦନା]ଯନ୍ତ୍ରଣା ଦେବାର ଉପଯୁକ୍ତ —Deserving to be pressed or pained (etc.)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମନ୍ତ୍ରୀ ଓ ସେନା ରହିତ ରାଜା (ଯାଜ୍ଞବଲ୍ଳ୍ୟ ସ୍ମୃତି) (ହିନ୍ଦୀ - ଶ.) —୧. A king shorn of his minister and army.
- ୨. (ଯାଜ୍ଞବଲ୍ମ୍ୟ ସ୍ମୃତି) ଚାରି ପ୍ରକାର ଶତ୍ରୁ ମଧ୍ୟରୁ ଏକ — ୨. One of the ୪ classes of enemies mentioned in the codes of Hindu law.