Jump to content

ପୀଡ଼ିବା

ଉଇକିଅଭିଧାନ‌ରୁ

ପୀଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ - (ସଂ ପୀଡ଼ ଧାତୁ)

[ସମ୍ପାଦନା]
୧. ପାଡ଼ା ଦେବା, ପୀଡ଼ା କରିବା —୧. Pain; to trouble; to afflict; to give pain.

ବନ ଦେଖି ପୀଡ଼ିଲା ମଦନ ଶର ଜାଳା—ଶିଶୁଶଙ୍କର. ଉଷାଭିଳାଷ

୨. ଉତ୍ପୀଡ଼ନ କରିବା —୨. To oppress.
୩. ଚୁପୁଡ଼ିବା —୩. To squeeze.
୪. ଚିପିବା —୪. TO press.
୫. ପୀଡ଼ିତ ହେବା; କ୍ଳିଷ୍ଟ ହେବା —୫. To be afflicted.

ଉଷ୍ଣ ଲବଣ କଟୁ ତୀକ୍ଷ୍ଣ , ଶାକ ଆମ୍ୱିଳ ଯା ଭକ୍ଷିଣ ଜନନୀ ତାହାର କରଇ ସେ ରସେ ସର୍ବାଙ୍ଗ ପୀଡ଼ଇ— ଜଗନ୍ନାଥ. ଭାଗବତ