Jump to content

ପୀଡ଼ ସ୍ଥାନ

ଉଇକିଅଭିଧାନ‌ରୁ

ପୀଡ଼ ସ୍ଥାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପୀଡ଼ା+ସ୍ଥାନ)

[ସମ୍ପାଦନା]

(ଫଳିତଜ୍ୟୋତିଷ) ଜନ୍ମକୋଷ୍ଠୀରେ ଲଗ୍ନର ତୃତୀୟ, ଷଷ୍ଠ, ଦଶମ ଓ ଏକାଦଶ ସ୍ଥାନମାନଙ୍କ ଛଡ଼ା ଅନ୍ୟ ସ୍ଥାନମାନ; ଅଶୁଭ ଗ୍ରହମାନଙ୍କ ସ୍ଥାନ (ହିନ୍ଦୀ - ଶ.) —(astrology) the places except the ୩rd, ୬th, ୧୦th and ୧୧th counted from the Lagna in a horoscope.