ପୀତଦୁଗ୍ଧା
ଦେଖଣା
ପୀତଦୁଗ୍ଧା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବହୁବ୍ରୀହି; ପୀତ+ଦୁଗ୍ଧ+ଆ)
[ସମ୍ପାଦନା]- ୧. ଯେଉଁ ଗାଈର ଦୁଧ ବାଛୁରୀ ପିଇ ସାରିବା ପରେ ମନୁଷ୍ୟଦ୍ୱାରା ଦୁହାଁ ଯିବା ପାଇଁ ଗାଈ ବନ୍ଧା ହୋଇଥାଏ — ୧. A milch cow ready to be milked after the calf has sucked.
- ୨. ଦୁହାଁଳୀ ଗାଈ —୨. A milch cow (Apte).
- ୩. ଯେଉଁ ଗାଈର ଦୁଧ ପୂର୍ବରୁ ମହାଜନକୁ ବନ୍ଧକ ଦିଆ ଯାଇଅଛି —୩. A cow whose milk has been Pledged (Apte).