ପୀତା
ଦେଖଣା
ପୀତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ପୀତ+ ଆ)
[ସମ୍ପାଦନା]- ୧. ହଳଦି — ୧. Turmeric.
- ୨. ଗୋରୋଚନା — ୨. Yellow pigment found in cow's head.
- ୩. ଦାରୁ ହଳଦୀ (ହିନ୍ଦୀ - ଶ.) — ୩. Dāru haḻadī (See)
- ୪. ଚମ୍ପା କଦଳୀ (ହିନ୍ଦୀ - ଶ.) — ୪. A varietyy of plantain with yellow pulp.
- ୫. ଶାଳପର୍ଣ୍ଣୀ (ହିନ୍ଦୀ - ଶ.) —୫. Ṡāḻaparṇṇī (See)
- ୬. ଆକାଶବଲ୍ଲୀ; ନିମୃଳୀ ଲତା (ହିନ୍ଦୀ - ଶ.) — ୬. A parasitic creeper.
- ୭. ଦେବଦାରୁ (ହିନ୍ଦୀ - ଶ.) —୭. Pine (tree)
- ୮. ଅଶ୍ୱଗନ୍ଧା (ହିନ୍ଦୀ - ଶ.) (ଦେଖ) - — ୮. Aṡwagandhā tree (See)
- ୯. ଜଙ୍ଗଲୀ ଟଭା (ହିନ୍ଦୀ - ଶ.) —୯. Wild orange.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ପୀତର ସ୍ତ୍ରୀଲିଙ୍ଗ —Feminine of Pīta.
ଦେଶଜ - ବି—ପୁଂ. ଓ ସ୍ତ୍ରୀ.
[ସମ୍ପାଦନା]ପୀତାମ୍ୱର ଓ ପୀତାମ୍ୱରୀର ଡାକନାମ — Name for calling Pītāmbara (mala) and Pītāmbarī (female).