Jump to content

ପୀତାଭ

ଉଇକିଅଭିଧାନ‌ରୁ

ପୀତାଭ

ଉଚ୍ଚାରଣ

[ସମ୍ପାଦନା]
(ପୀତାଭା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି); (ପୀତ+ ଆଭା)

[ସମ୍ପାଦନା]

ହଳଦିଆ — Yellow.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପୀତ ଚନ୍ଦନ (ହିନ୍ଦୀ - ଶ.) — Yellow sandal.