Jump to content

ପୀତାମ୍ୱର

ଉଇକିଅଭିଧାନ‌ରୁ

ପୀତାମ୍ୱର

ଉଚ୍ଚାରଣ

[ସମ୍ପାଦନା]
(ପୀତାମ୍ୱରା—ସ୍ତ୍ରୀ) 

ସଂସ୍କୃତ - ବି—(କର୍ମଧା; ପୀତ+ ଅମ୍ୱର)

[ସମ୍ପାଦନା]
୧. ହଳଦିଆ ଲୁଗା — ୧. Yellow cloth.
୨. (ବହୁବ୍ରୀହି) ବିଷ୍ଣୁ; ଶ୍ରୀକୃଷ୍ଣ —୨. Ṡrīkṛushṇa.
୩. ନର୍ତ୍ତକ —୩. A dancer.
୪. ନଟ —୪. An actor.
୫. ହଳଦିଆ ବସ୍ତ୍ରଧାରୀ ସନ୍ନ୍ୟାସୀ — ୫. A mendicant wearing yellow clothes.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ହଳଦିଆ ଲୁଗା ପିନ୍ଧିଥିବା (ବ୍ୟକ୍ତି) —Wearing yellow clothes.