ପୀତାମ୍ୱରୀ
ଦେଖଣା
ପୀତାମ୍ୱରୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ପୀତାମ୍ୱର ପରିଧାନ କାରିଣୀ — (female) Wearing yellow cloth.
ଦେଶଜ - ବି—(ସଂସ୍କୃତ - ପୀତାମ୍ୱର)
[ସମ୍ପାଦନା]- ୧. ଏକପ୍ରକାର ହଳଦିଆ ପାଟ ଶାଢ଼ୀ —୧. A kind of yellow silk cloth.
[ଦ୍ରଷ୍ଟବ୍ୟ —ଏଥିର ଟାଣୀ ନାଲି ଓ ଭରଣୀ ହଳଦିଆ]
- ୨. ସ୍ତ୍ରୀଲୋକଙ୍କ ନାମ — ୨. A name given to females.