ପୀତାମ୍ୱର ଦାଶ
ଦେଖଣା
ପୀତାମ୍ୱର ଦାଶ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଜନୈକ ଗଞ୍ଜାମବାସୀ ଓଡ଼ିଆ ବ୍ରାହ୍ମଣ କବି —An Oṟḍ̠iā Brāhmaṇ poet of Ganjam.
[ଦ୍ରଷ୍ଟବ୍ୟ —ଏ ଓଡ଼ିଶା ରାଜା ଶ୍ରୀ ବୀରକିଶୋର ଦେବଙ୍କ ରାଜତ୍ୱ କାଳରେ (ଖ୍ରୀ: ୧୭୩୬: —୧୭୭୩: ) ତାହାଙ୍କର ପ୍ରକାଣ୍ଡ ଗ୍ରନ୍ଥ 'ନୃସିଂହ ପୁରାଣ' ରଚନା କରିଥିଲେ ତାରିଣୀ—ଉତ୍କଳ—ସାହିତ୍ୟ— ଇତିହାସ
ଏ କବି ଗୃହୀ ବୈଷ୍ଣବ ଥିଲେ ଏହାଙ୍କ ପିତାଙ୍କ ନାମ ବାଲୁକେଶ୍ୱର ଋଷିକୁଲ୍ୟା ନଦୀ ତଟରେ ଏହାଙ୍କର ମଠ ଥିଲା— ଜଗବନ୍ଧୁ—ପ୍ରାଚୀନ—ଉତ୍କଳ]